ଇନର୍ ଇଞ୍ଜିନିୟରିଙ୍ଗ୍: ଆନନ୍ଦମୟ ଜୀବନର ସୂତ୍ର, ଓଡ଼ିଆ ସଂସ୍କରଣ (Inner Engineering: A Yogi’s Guide to Joy, Odia Edition)
Delivery Options

Free shipping above Rs 950
Within 24-48 hours Fast Dispatches
Secure Payments
Product of India
Holistic Well-being
Product Description
New York Times Bestseller, Inner Engineering - A Yogi's Guide to Joy, is now available in Odia.
Inner Engineering - A Yogi's Guide to Joy is a guide to self-empowerment that relies on the teaching and principles of classical yoga to help readers create an enduring foundation for inner stability and peace. For the first time, Sadhguru presents readers with a path to achieving absolute well-being through the classical science of yoga in a practical, accessible book. It is a means to create inner situations exactly the way you want them, turning you into the architect of your own joy.
In this transformative book, Sadhguru tells the story of his own awakening, from a boy with an affinity for the natural world, to a young daredevil who crossed the Indian continent on his motorcycle. He relates the moment of his enlightenment on a mountaintop in southern India, from which he emerged radically changed. Today, as the founder of Isha, he lights the path for millions. The wisdom distilled in this accessible, profound, and engaging book offers readers the opportunity to achieve nothing less than a life of joy.
Over 3 Lac copies sold.
Why Do We Need Inner Engineering Book? Watch Video
ନ୍ୟୁୟର୍କ ଟାଇମ୍ସ ବେଷ୍ଟ ସେଲର, ଇନର୍ ଇଞ୍ଜିନିୟରିଙ୍ଗ୍ - ଆନନ୍ଦମୟ ଜୀବନର ସୂତ୍ର, ଏବେ ଓଡ଼ିଆ ଭାଷାରେ ମଧ୍ୟ ଉପଲବ୍ଧ ।
ଇନର୍ ଇଞ୍ଜିନିୟରିଙ୍ଗ୍: ଆନନ୍ଦମୟ ଜୀବନର ସୂତ୍ର, ଆତ୍ମ-ସଶକ୍ତିକରଣ ନିମନ୍ତେ ଏପରି ମାର୍ଗଦର୍ଶିକାଟିଏ ଯାହାକି ପାରମ୍ପରିକ ଯୋଗଶାସ୍ତ୍ରର ଶିକ୍ଷା ଓ ସିଦ୍ଧାନ୍ତ ଉପରେ ଆଧାରିତ ଏବଂ ଏହା ପାଠକଙ୍କୁ ଅନ୍ତର ସ୍ଥିରତା ଓ ଶାନ୍ତି ପ୍ରାପ୍ତି ପାଇଁ ଏକ ସ୍ଥାୟୀ ଆଧାର ପ୍ରସ୍ତୁତ କରିବାରେ ସହାୟତା କରିଥାଏ ।
ପ୍ରଥମ ଥର ପାଇଁ, ସଦ୍ଗୁରୁ ପାଠକମାନଙ୍କ ଲାଗି ପାରମ୍ପରିକ ଯୋଗ ବିଜ୍ଞାନ ସହାୟତାରେ ପୂର୍ଣ୍ଣ ସୁଖସମୃଦ୍ଧିର ପଥ, ଏକ ବ୍ୟବହାରିକ ସହଜସାଧ୍ୟ ପୁସ୍ତକ ମାଧ୍ୟମରେ ଉନ୍ମୋଚନ କରିଛନ୍ତି ।
ଆପଣ ଯେମିତି ଇଚ୍ଛା କରନ୍ତି, ଠିକ ସେହିଭଳି ଅନ୍ତରସ୍ଥ ସ୍ଥିତି ସୃଷ୍ଟି କରିବା ପାଇଁ ଏହା ଏକ ସାଧନ, ଯାହା ଆପଣଙ୍କୁ ନିଜ ଆନନ୍ଦ ପ୍ରାପ୍ତିର ବିନ୍ଧାଣି କରି ଗଢିତୋଳେ ।
ଏହି ରୂପାନ୍ତରଣକାରୀ ପୁସ୍ତକରେ, ପ୍ରକୃତିକୁ ଭଲ ପାଉଥିବା ଏକ ଛୋଟ ବାଳକ ଠାରୁ ମୋଟର ସାଇକେଲରେ ସମଗ୍ର ଭାରତୀୟ ଉପମହାଦ୍ୱୀପ ବୁଲିଆସିଥିବା ଜଣେ ଅତି ସାହାସୀ ଯୁବକ ଯାଏଁ, ତାଙ୍କ ଆତ୍ମଜାଗୃତିର ଜୀବନ ଯାତ୍ରା ସମ୍ବନ୍ଧରେ ସଦ୍ଗୁରୁ ଏଠାରେ ବର୍ଣ୍ଣନା କରିଛନ୍ତି ।
ଏକ ଦକ୍ଷିଣ ଭାରତର ପର୍ବତ ଶିଖରରେ ତାଙ୍କର ଆତ୍ମଜ୍ଞାନ ପ୍ରାପ୍ତିର ସେହିମୁହୂର୍ତ୍ତ ଯାହା ପରେ ତାଙ୍କର ଆମୂଳ ପରିବର୍ତ୍ତନ ହୋଇଯାଇଥିଲା ତା ବିଷୟରେ ସେ ଏଥିରେ ଉଲ୍ଲେଖ କରିଛନ୍ତି । ଆଜି, ଈଶା ଫାଉଣ୍ଡେସନର ପ୍ରତିଷ୍ଠାତା ଭାବେ, ସେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନର ପଥକୁ ଆଲୋକିତ କରୁଛନ୍ତି ।
ଏହି ବୋଧଗମ୍ୟ, ଗଭୀର ଜ୍ଞାନ ବର୍ଦ୍ଧକ ଏବଂ ପାଠକଙ୍କୁ ବାନ୍ଧି ରଖିପାରୁଥିବା ଆକର୍ଷଣୀୟ ପୁସ୍ତକଟିର ଅମିଶ୍ରିତ ବିଶୁଦ୍ଧ ପ୍ରଜ୍ଞା ପାଠକମାନଙ୍କୁ ଆନନ୍ଦମୟ ଜୀବନ ପ୍ରାପ୍ତିର ଏକ ସୁବର୍ଣ୍ଣ ସୁଯୋଗ ଉପଲବ୍ଧ କରାଇଥାଏ ।
ପ୍ରାୟ ତିନି ଲକ୍ଷରୁ ଉର୍ଦ୍ଧ୍ବ ବହି ବିକ୍ରି ହୋଇସାରିଛି ।
ଆମ ପାଇଁ ଇନର୍ ଇଞ୍ଜିନିୟରିଙ୍ଗ୍ ପୁସ୍ତକଟି କ'ଣ ପାଇଁ ଆବଶ୍ୟକ? ଏହି ଭିଡ଼ିଓଟିକୁ ଦେଖନ୍ତୁ ।
More Information
SKU: | ME0000802200 |

Proceeds from Isha Life are used to bring well-being to people and communities.